Header ADS

ଜୀବନ ବଞ୍ଚାଇଲେ ଲକ୍ଷ୍ମୀପ୍ରିୟା

 


ମାଲକାନଗିରି ଜିଲ୍ଲା ଜାତୀୟ ରାଜପଥ ୩୨୬ ମୁଖ୍ୟ ରାସ୍ତାରେ ଦୁଇଜଣ ବାଇକ୍ ଯାତ୍ରୀ ସଡ଼କ ଦୁର୍ଘଟଣାରେ ପଡ଼ିଥିବା ସମୟରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ବ୍ୟକ୍ତି ଗତ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଣା ଦେଖି ଅଟକି ଥିଲେ । ପରବର୍ତ୍ତୀ ସମୟରେ ମାଲକାନଗିରି ଯୁବ ନେତା କେ ଆଟାଲ ରାଜୁଙ୍କ ସହୋଜଗରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇବାର ବ୍ୟବସ୍ଥା କରିଥିଲେ ସୂଚନା ଅନୁଯାୟୀ ଦୁଇଜଣ ବ୍ୟକ୍ତି ସୁସ୍ଥ ଥିବା ଜଣା ପଢ଼ିଛି !

Post a Comment

Previous Post Next Post